Below header
Browsing Tag

nawab malik

ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲିକଙ୍କୁ ଗିରଫ କଲା ଇଡି, ମନି ଲଣ୍ଡ୍ରିଂ ମାମଲାରେ ଆଜି ଭୋରରୁ ଚାଲିଥିଲା ଜେରା

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକ ଗିରଫ। ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଥିଲା। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚି…

ନଓ୍ଵାବ ମଲିକଙ୍କୁ ଭୋର ୫ଟାରୁ ଘରୁ ଉଠାଇନେଲା ଇଡି, ଦାଉଦ୍‌ ସହ ସମ୍ପର୍କ ଥିବା ନେଇ ଚାଲିଛି ତଦନ୍ତ

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକଙ୍କୁ ବୁଧବାର ଅର୍ଥାତ୍‌ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଛି। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚିଥିଲା ଓ ତାଙ୍କୁ ଇଡି ଅଫିସକୁ ନେଇଥିଲା। ଇଡି ତାଙ୍କୁ ଅଣ୍ଡର…

ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା: ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ

ମୁମ୍ବାଇ: ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା। NCB ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ। ଫଟୋରେ ଓ୍ଵାଙ୍ଖଡେ ଜଣେ ମୌଲନାଙ୍କ ସହ ଥିବା ଦେଖାଯାଉଛନ୍ତି। କିଛି କାଗଜପତ୍ରରେ ଦସ୍ତଖତ କରୁଛନ୍ତି…

ଡ୍ରଗ୍ସ ରାଜନୀତି: ମୁହଁ ଖୋଲିଲେ ଫଡନବିସ୍‌; କହିଲେ- ନଓ୍ଵାବ ମଲ୍ଲିକଙ୍କର ଅଣ୍ଡରଓ୍ଵାର୍ଲ୍ଡ ସହ ରହିଛି ସମ୍ପର୍କ,…

ମୁମ୍ବାଇରେ ଡ୍ରଗ୍ସ ମାମଲାକୁ ନେଇ ଏବେ ବିଜେପି ଓ ଏନ୍‌ସିପି ମୁହାଁମୁହିଁ ହୋଇଛନ୍ତି। ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ବୟାନ ଉପରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଏବେ ମୁହଁ ଖୋଲିଛନ୍ତି। ଦେବେନ୍ଦ୍ର ଫଡନବିସ୍‌ କହିଛନ୍ତି, ନବାବ ମଲ୍ଲିକଙ୍କ…