Browsing Tag

nayagarh to bbsr train

ଆଜିଠୁ ପୁଣିଥରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍, କରୋନା ଯୋଗୁ ବର୍ଷେ ହେଲା ଥିଲା ବନ୍ଦ

ନୟାଗଡ଼ (କେ.ନ୍ୟୁଜ): ଆଜିଠାରୁ ବିଧିବଦ୍ଧ ଭାବରେ ନୟାଗଡ଼କୁ ଗଡିବ ଟ୍ରେନ୍। କରୋନା କଟକଣା ଯୋଗୁ ଗତବର୍ଷ ଏପ୍ରିଲ ମାସରୁ ଟ୍ରେନ ଚଳାଚଳ ବନ୍ଦ ରହିଛି । ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରରୁ ଟ୍ରେନ ବାହାରି ନୟାଗଡ଼ ଷ୍ଟେସନରେ ରାତି ୮ଟା ୩୦ରେ ପହଞ୍ଚିବ । ସେହିପରି ଆସନ୍ତାକାଲି ସକାଳ ୬ଟା…