କଂଗ୍ରେସକୁ ଝଟକା, ଏନସିପିରେ ସାମିଲ ହେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଦିବଗଂତ ଏନସିପି ନେତା ବାବ ସିଦ୍ଦିକୀଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି କଂଗ୍ରେସ ଛାଡି ଏନସିପିରେ ଯୋଗ ଦେଇଛନ୍ତି । ଏନସିପିରେ ସାମିଲ ହେବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଅଜିତ ପାୱର । ସେ ମହାରାଷ୍ଟ୍ର…