Browsing Tag

NCRB

ଆସିଲା ୨୦୨୦ ଏନସିଆରବି ରିପୋର୍ଟ: ଦେଶରେ ଦିନକୁ ୮୦ ହତ୍ୟା, ୭୭ ଦୁଷ୍କର୍ମ !

ନୂଆଦିଲ୍ଲୀ(କେନ୍ଯୁଜ୍): ଆସିଲା ୨୦୨୦ ଏନସିଆରବି ରିପୋର୍ଟ । ଦେଶରେ ଦିନକୁ ୮୦ ହତ୍ୟା, ୭୭ ଦୁଷ୍କର୍ମ ହେଉଛି । କରୋନା ଓ ଲକଡାଉନ ମଧ୍ୟରେ ଦେଶରେ ଚୋରି , ଡକାୟତି, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କମିଛି। କିନ୍ତୁ ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରିବା ମାମଲା ସର୍ବାଧିକ ବଢିଛି। ୨୦୨୦ରେ…