Browsing Tag

neem tree planted

ଚତୁର୍ଦ୍ଧା ବିଗ୍ରହଙ୍କ ଦାରୁ ବୃକ୍ଷ ନିମନ୍ତେ ଦେଉଳି ମଠ ପରିସରରେ ରୋପଣ ହେଲା ନିମ୍ବ ବୃକ୍ଷ

କାକଟପୁର: ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର, ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ଆବଶ୍ୟକ ପଡିଥାଏ ଦାରୁ ବୃକ୍ଷ । ଏହି ଦାରୁ ବୃକ୍ଷ ପାଇଁ ନିମ୍ବ ବୃକ୍ଷର ଆବଶ୍ୟକ ପଡିଥାଏ। ଏଥିପାଇଁ ଦଇତାପତି ମାନେ କାକଟପୁରର ଦେଉଳିମଠ ପରିସରରେ ମା ମଙ୍ଗଳାଙ୍କୁ…