Browsing Tag

NEET topper

ନିଟ୍ ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ, ସର୍ବଭାରତୀୟ ସ୍ତରରେ ହାସଲ କରିଛନ୍ତି ଏକ ନମ୍ବର ସ୍ଥାନ

କଟକ: ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛି ଓଡ଼ିଆ ପୁଅ । ସାରା ଭାରତରେ ଅଢେ଼ଇ ଲକ୍ଷ ପିଲାଙ୍କୁ ପଛରେ ପକାଇ କଟକ କାଳିଗଳିର ପୋଷନ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଡାକ୍ତର ବନିବ ପୁଅ । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । କାରଣ ପୁଅ ଆଜି…

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ଓଡ଼ିଆ ଝିଅ ସାଇପ୍ରିୟା, ଗର୍ବିତ ପରିବାର ଲୋକେ

ବାସୁଦେବପୁର: ଝିଅକୁ ଖୁସିରେ ମିଠା ଖୁଆଇ ଦେଉଛନ୍ତି ବାପା ମା । କାରଣ ଝିଅ ମେଡିକାଲ ପାଠ ପଡିବ । ମେଡିକାଲ ନାମ ଲେଖାପାଇଁ ହୋଇଥିବା ଜାତୀୟ ପ୍ରବେଶିକା ପରୀକ୍ଷା ନିଟ-ୟୁଜିରେ ସଫଳତା ହାସଲ କରିଛି ଝିଅ । ଯେଉଁଥିପାଇଁ ଆଜି ପରିବାର ଲୋକେ ଭାରି ଖୁସି । ଆମେ କହୁଛୁ ଭଦ୍ରକ ଜିଲ୍ଲା…

NEET ୨୦୨୪ର ଓଡ଼ିଶା ଟପ୍ପର ସତ୍ୟଜିତ ପରିଡ଼ା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ରୋଡ଼ (କେନ୍ୟୁଜ): ନିକଟରେ ପ୍ରକାଶ ପାଇଛି NEET ୨୦୨୪ ର ଫଳାଫଳ । ଏଥିରେ ବାଜିମାତ କରିଛନ୍ତି ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର…

ଡାକ୍ତରୀ ପାଠ ପଢିବେ ଚା’ ଦୋକାନୀଙ୍କ ପୁଅ,  ବିନା କୋଚିଂରେ ନିଟ୍ ପରୀକ୍ଷାରେ ରଖିଲେ ୭୦୦ ରୁ ୬୩୫ ନମ୍ବର

କନ୍ଧମାଳ(କେନ୍ୟୁଜ୍): ନିଷ୍ଠା ଓ କର୍ତ୍ତବ୍ୟ  ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ଯ ବି ସମ୍ଭବ ହୋଇପାରେ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ସୂରଜ କୁମାର ବେହେରା ବେହେରା ନାମକ ଏକ ଛାତ୍ର ପାଠ ପଢିବା ସହ ନିଜ ବାପାଙ୍କ ଚାହା ଦୋକାନରେ କାମ କରି ନିକଟରେ ପ୍ରକାଶ…

NEET ଟପ୍ପର ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ):  NEET ଟପ୍ପରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ। ସୋଏବଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ। ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟରେ ଓଡ଼ିଆ ପୁଅ ସୋଏବଙ୍କ ଚମତ୍କାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ…