ନେହା କକ୍କଡ-ଆଦିତ୍ୟ ନାରାୟଣଙ୍କ ବରମାଳା ଭିଡିଓ ଭାଇରାଲ, ମନ୍ତ୍ର ଉଚ୍ଚାରଣ କରି ବିବାହ ବିଧି ସମ୍ପନ୍ନ କଲେ ପଣ୍ଡିତ
ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ କିଛିଦିନ ହେବ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ସେମାନଙ୍କ ବରମାଳାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ପଣ୍ଡିତ ଠିକ୍ ମନ୍ତ୍ର ଉଚ୍ଚାରଣ କରି ନେହା ଓ ଆଦିତ୍ୟଙ୍କ ବିବାହ ବିଧିକୁ ସମ୍ପୂର୍ଣ୍ଣ କରୁଥିବା ଦେଖାଯାଉଛି।…