ନେହା କକ୍କର ଗର୍ଭବତୀ ଥିବା ଖବର ମିଛ, ଅପ୍କମିଂ ଆଲବମ୍ ପାଇଁ କରିଥିଲେ ପବ୍ଲିସିଟି ଷ୍ଟଣ୍ଟ
ନେହା କକ୍କର ଗର୍ଭବତୀ ଥିବା ଖବର ଏବେ ସବୁ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି। ଗତ କାଲିଠାରୁ ସବୁ ସୋସିଆଲ ମିଡିଆରେ ଏହି ଖବର ବେଶ୍ ଭାଇରାଲ ହେଉଛି। ବିବାହର ଦେଢ଼ ମାସ ନ ପୂରୁଣୁ ନେହା ବେବି ବମ୍ପର ଫଟୋ ସେୟାର କରି ସମସ୍ତଙ୍କୁ ହତବାକ୍ କରିଦେଇଥିଲେ। ଏହି ଫଟୋ ଭାଇରାଲ ହେବା…