Browsing Tag

new bike launched

ଇଟାଲୀରେ ଚାଲିଛି ବାଇକ୍‌ ମେଳା; ହିରୋ, କେଟିଏମ୍‌ ଓ ହୋଣ୍ଡା ଲଞ୍ଚ୍‌ କଲେ ନୂଆ ଦ୍ରୁତଗାମୀ ଦୁଇଚକିଆ ଯାନ

ବର୍ତ୍ତମାନ ଇଟାଲୀର ଫ୍ୟାଶନ ସହର ମିଲାନ୍‌ରେ ଗ୍ଲୋବାଲ ମୋଟର ସାଇକେଲ ଶୋ EICMA 2019 ଚାଲିଛି। ଏ ଅବସରରେ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ଡିଜାଇନ୍‌ର ଦୁଇଚକିଆ ଯାନ ପ୍ରଦର୍ଶିତ କରୁଛନ୍ତି। ହିରୋ, କେଟିଏମ୍‌, ହୋଣ୍ଡା, ଟିଭିଏସ୍‌ ସମେତ ବହୁ ଜଣାଶୁଣା କମ୍ପାନୀ ଏହି କାର୍ଯ୍ୟକ୍ରମରେ ନିଜ…