Browsing Tag

new corona cases found in china

ଚୀନ୍‌କୁ ପୁଣି ଫେରିଲା କରୋନା: ୧୬୯ ନୂଆ କରୋନା ମାମଲା, ୫ମ ସପ୍ତାହରେ ଏହା ସବୁଠୁ ଅଧିକ ମାମଲା

କିଛି ଦିନ ଧରି ଚୀନ୍‌ରେ କରୋନା ସଂକ୍ରମିତଙ୍କ ବିଷୟରେ ବିଶେଷ ବଡ଼ ଖବର ନଥିଲା । ଅଶା କରାଯାଉଥିଲା ଚୀନ୍‌ କରୋନା ଉପରେ କିଛି ମାତ୍ରାରେ ବିଜୟ ଲାଭ କରିଛି । ହେଲେ ସୋମବାର ଚୀନ୍‌ରେ ପୁଣି ୧୬୯ ନୂଆ ସଂକ୍ରମଣ ମାମଲା ନଜରକୁ ଆସିଛି । ନୂଆ ମାମଲା ଦେଖା ଯିବା ଏବେ ଚୀନ୍‌ ପାଇଁ ଚିନ୍ତାର କାରଣ…