ଆତ୍ମହତ୍ୟା ଏକ ବ୍ୟକ୍ତିଗତ ସମସ୍ୟା, ପୋଲିସର ତଦନ୍ତ ପରେ ହିଁ ପ୍ରତିକ୍ରିୟା ଦେବା ଉଚିତ : ପିସିସି ସଭାପତି
ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆତ୍ମହତ୍ୟା ଏକ ବ୍ୟକ୍ତିଗତ ସମସ୍ୟା । ଆତ୍ମହତ୍ୟାର କାରଣ ନେଇ ପୋଲିସ ତଦନ୍ତ କରିବ । ତଦନ୍ତ ପୂର୍ବରୁ ଏ ନେଇ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ୍ । ଯେଉଁ…