Below header
Browsing Tag

NIA team investigation

ରିକ୍ରିଏଟ୍‌ ହେଲା କ୍ରାଇମସିନ୍‌, ଅଧା ରାତିରେ ସଚିନ୍‌ ବାଜେଙ୍କୁ ଧଳା କୁର୍ତ୍ତା ପିନ୍ଧାଇ ଚଲାଇଲା NIA

ନୂଆଦିଲ୍ଲୀ : ସିନ୍‌ ରିକ୍ରିଏଟ୍‌ କଲା ଏନଆଇଏ। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣାରେ କ୍ରାଇମ୍‌ସିନ୍‌ ରିକ୍ରିଏଟ୍‌ କରିଛି ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ । ଗିରଫ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ସିନ୍‌ ରିକ୍ରିଏଟ୍‌…

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ , ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ। ବିସ୍ଫୋରଣସ୍ଥଳରୁ ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ। ୨୫ କିଲୋମିଟର ପରିଧି ଭିତରେ ସେଦିନ ଇଣ୍ଟରନେଟ୍‌ ସେବା, ମୋବାଇଲ୍‌ କଲ୍‌ ଡିଟେଲ୍‌, ଟେଲିଗ୍ରାମ୍‌ ମେସେକୁ କଡ଼ାକଡ଼ି ଯାଞ୍ଚ କରୁଛି ଏନଆଇଏ। ବିସ୍ଫୋରଣର…