Browsing Tag

nirbhaya gang rape

ସୁପ୍ରିମକୋର୍ଟରେ ଫେଲ୍‌ ମାରିବା ପରେ ଅନ୍ତର୍ଜାତୀୟ କୋର୍ଟର ଶରଣ ପଶିଲେ ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ

ସୁପ୍ରିମକୋର୍ଟରେ ଫେଲ ମାରିବା ପରେ ଏବେ ଅନ୍ତର୍ଜାତୀୟ କୋର୍ଟର ଶରଣ ପଶିଛନ୍ତି ନିର୍ଭୟା ଗଣଦୁଷ୍କର୍ମର ଚାରି ଦୋଷୀ। ନିର୍ଭୟା ଗଣଦୁଷ୍କର୍ମର ତିନି ଦୋଷୀ ଅକ୍ଷୟ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଫାଶୀ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ମାର୍ଚ୍ଚ ୫…

ମୁହଁ ଖୋଲିଲେ ନିର୍ଭୟା ମାମଲାର ତଦନ୍ତରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା IPS, କହିଲେ …

ନିର୍ଭୟା କେସ୍‌ର ଦୋଷୀଙ୍କ ଫାଶୀ ବାରମ୍ବାର ଘୁଞ୍ଚୁଛି। ବାରମ୍ବାର ଡେଥ୍‌ ଓ୍ଵାରେଣ୍ଟ ଜାରି ହେଉଥିଲେ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲୁନାହାନ୍ତି ୪ ନର ରାକ୍ଷସ। ତେବେ ଝିଅର ଦୋଷୀକୁ ତୁରନ୍ତ ଦଣ୍ଡ ମିଳୁ ବୋଲି ନିର୍ଭୟାଙ୍କ ମା’ ଦାବି କରୁଥିବା ବେଳେ ଏଭଳି ତାରିଖ ଘୁଞ୍ଚିବା ଯୋଗୁ ସେ ନିରାଶ…

ଖାରଜ ହେଲା ନିର୍ଭୟା ମାମଲାର ଅନ୍ୟତମ ଅଭିଯୁକ୍ତ ପବନର ରାଜକ୍ଷମା, ଆସନ୍ତାକାଲି ଜାରି ହୋଇପାରେ ଡେଥ୍‌ ଓ୍ଵାରେଣ୍ଟ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ପବନ ଗୁପ୍ତାର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଦୁଇ ଦିନ ପୂର୍ବରୁ ପଟିଆଲା କୋର୍ଟ ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ରୋକ୍‌ ଲଗାଇଥିଲେ, ଫଳରେ ମାର୍ଚ୍ଚ ୩ ତାରିଖରେ ଫାଶୀ ହୋଇପାରିନଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ପବନର ଦୟା ପିଟିସନ୍‌…

ଆଉ କିଛି ଦିନ ପରେ ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ, ଏନେଇ ଅଭିଯୁକ୍ତ ବିନୟ ଲେଖିଲେ ଡାଏରୀ ଓ ଶୀର୍ଷକ ରଖିଲେ…

ନିର୍ଭୟା ଦୋଷୀଙ୍କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୋଷୀଙ୍କ ଓକିଲଙ୍କ ମାଗିଥିବା ସମସ୍ତ ଦସ୍ତାବିଜ୍‌କୁ ଜେଲ ପ୍ରଶାସନ ତରଫରୁ ଦିଆଯାଇଛି। ଓକିଲଙ୍କ କହିବାନୁସାରେ କିଛି କାଗଜପତ୍ର କାଲି ରାତି ୧୦.୩୦ ବେଳେ ଦିଆଯାଇଛି। କିନ୍ତୁ ବିନୟର କେସ୍‌ ଡାଏରୀ ଏବେ ପର୍ଯ୍ୟନ୍ତ ଜେଲ…

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ଘାତକ ପବନ ପ୍ରସ୍ତୁତ, ଜାଣନ୍ତୁ ତାଙ୍କ ବିଷୟରେ

ଶେଷରେ ନିର୍ଭୟାକୁ ମିଳିବାକୁ ଯାଉଛି ନ୍ୟାୟ। ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତକୁ ଚଳିତମାସ ୨୨ ତାରିଖ ସକାଳ ୭ ଟାରେ ମିଳିବ ଫାଶୀ। କୋର୍ଟ ଏନେଇ ରାୟ ଦେଇସାରିଲେଣି। ତେବେ ଏହି ଖବର ଶୁଣିବା ପରେ ଜହ୍ଲାଦ ବା ଘାତକ ପବନ ସବୁଠାରୁ ଅଧିକ ଖୁସି ଥିବା କହିଛନ୍ତି। ପବନ କହିଛନ୍ତି ଏଭଳି…

ନିର୍ଭୟାକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି, ଅଭିଯୁକ୍ତ ଅକ୍ଷୟ ସିଂହର…

ନୂଆଦିଲ୍ଲୀ: ନିର୍ଭୟାକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି। ଡିସେମ୍ବର ୧୭ ତାରିଖରେ ଅଭିଯୁକ୍ତ ଅକ୍ଷୟ ସିଂହର ରିଭ୍ୟୁ ପିଟିସନର ଶୁଣାଣି ପରେ ଫାଶୀର ଦିନ ଧାର୍ଯ୍ୟ ହୋଇପାରେ ଜଣାପଡ଼ିଛି। ସେପଟେ ଅଭିଯୁକ୍ତଙ୍କୁ ମାନସିକ ପ୍ରସ୍ତୁତ ସହ ଶେଷ ଇଚ୍ଛା…

ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ଦେବା ପାଇଁ ମିଳିଗଲା ଘାତକ, ଜାଣନ୍ତୁ ତାଙ୍କ ବିଷୟରେ

ଶେଷରେ ନିର୍ଭୟାକୁ ମିଳିବାକୁ ଯାଉଛି ନ୍ୟାୟ। ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତକୁ ଚଳିତମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ମିଳିବ ଫାଶୀ। କୋର୍ଟ ଏନେଇ ରାୟ ଦେଇସାରିଲେଣି। ପୂର୍ବରୁ ଏହି ଅଭିଯୁକ୍ତମାନଙ୍କୁ ଫାଶୀ ଦେବାକୁ ଲୋକ ମିଳୁନଥିବା ବେଳେ ବର୍ତ୍ତମାନ ସେ ସମସ୍ୟା ମଧ୍ୟ ଦୂର…