ବଜାରକୁ ଆସିଲା Nissanର ଏସୟୁଭି Magnite ୨୦୨୩ ମଡେଲ, ଏଥିରେ ମିଳୁଛି ଦରଦାର ରିହାତି
କେନ୍ୟୁଜ୍(ବ୍ୟୁରୋ): ଜାପାନିଜ ମଟରଯାନ ନିର୍ମାତା Nissanର ମଟର ଇଣ୍ଡିଆ ପକ୍ଷରୁ ଏହାର ଏସୟୁଭି Magnite ର ନୂଆ ଓ ୨୦୨୩ ମଡେଲକୁ ସାମନାକୁ ଅଣାଯାଇଛି । କମ୍ପାନୀ ଏଥିରେ ଅନେକ ସେଫ୍ଟି ଫିଚର ନେଇକି ଆସିଛି । ଫଳରେ ବଜାରରେ ଏହାର ଚାହିଦା ବଢିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆସନ୍ତୁ…