୬ଲକ୍ଷ ଟଙ୍କାରେ କିଣନ୍ତୁ ଦମଦାର SUV

ମାତ୍ର ୬ଲକ୍ଷ ଟଙ୍କାରେ ମିଳୁଛି ଏହି ଦମଦାର SUV, ମାଇଲେଜ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଆପଣ ଭାରତର ଶସ୍ତା ଏସୟୁଭି କୁ ନେଇ ପ୍ଲାନ କରିପାରିବେ। ଏହାକୁ କିଣିପାରିବେ ସେ ବି ଶସ୍ତା ଦାମରେ।

ଯଦି ଆପଣ ଶସ୍ତା ଏସୟୁଭି କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି କାର ବିଷୟରେ ଜାଣିବା ନିହାତି ଜରୁରୀ। କାରଣ ଏହି କାର ମଡେଲ କେବଳ ମାତ୍ର ୬ ଲକ୍ଷ ଟଙ୍କାର ପ୍ରାରମ୍ଭିକ ପ୍ରାଇସ୍‌ ରେ ମାର୍କେଟରେ ମିଳୁଛି। ତେବେ ଚାଲନ୍ତୁ ଜାଣିବା ଆଜି ଏହି କାର ଆଉ ତାର ଫିଚର୍ସ ସମ୍ପର୍କରେ..

ଯଦି ଆପଣ ନୂଆ କାର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢ଼ିଆ ପ୍ଲାନ। ଆପଣ ଭାରତର ଶସ୍ତା ଏସୟୁଭି କୁ ନେଇ ପ୍ଲାନ କରିପାରିବେ। ଏହାକୁ କିଣିପାରିବେ ସେ ବି ଶସ୍ତା ଦାମରେ। ଆପଣ କେବେ ଭାବିଛନ୍ତି କି ଯେ କାରର ଏସୟୁଭି ମଡେଲ ଶସ୍ତାରେ ବି କିଏ କିଣିପାରିବ.. ଆଜ୍ଞା ହଁ ଆପଣ ଚାହିଁଲେ ଏହାକୁ ଖୁବ କମ ଦାମରେ କିଣିପାରିବେ। ଆପଣ ଏହି ଏସୟୁଭିକୁ ମାତ୍ର ୬ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦାମରେ କିଣିପାରିବେ।

ଆମେ କହୁଛୁ ନିସାନର ମାଗ୍ନାଇଟ ସମ୍ପର୍କରେ.. ଏହା SUV ରେନୋ କାଇଗର, ଟାଟା ପଞ୍ଚ ବ୍ୟତିତ ଟପ ସେଲିଂ ମାରୁତି ବ୍ରିଜା , ଟାଟା ନେକ୍ସନ , ହୁଣ୍ଡାଇ ଭେନ୍ୟୁ ଭଳି କାର ସହ ଟକ୍କର ଦେବ। ଚାଲନ୍ତୁ ଜାଣିବା ଏହି କାର ସମ୍ପର୍କରେ..

ଲୁକ ଓ ଫିଚର୍ସ ରହିଛି ଜବରଦସ୍ତ:
ନିସାନ ମାଗ୍ନାଇଟ ୧ ଲିଟର ନାଚୁରାଲ ଏସ୍ପିରେଟେଡ ପେଟ୍ରୋଲ ଓ ୧ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଅପସନ ମିଳିବ। ଯେଉଁଥିରେ 100PS ପାଓ୍ଵର ଓ 160Nm ପିକ ଟର୍କ ଜେନେରେଟ କରୁଛି। ଏଥିରେ SUV ରେ ମାନୁଆଲ ଓ ଅଟୋମେଟିକ ଟ୍ରାନ୍ସମିଶନ। ଅପସନ ରହିଛି। ୫ସିିଟର ଏସୟୁଭି ମାଗ୍ନାଇଟ ର ଲୁକ ଓ ଡିଜାଇନ ମଧ୍ୟ ବହୁତ ଭଲରହିଛି । ଆପଣଙକୁ ଏଥିରେ ୧୬ ଇଞ୍ଚ ର ଦୁଆଲ ଟୋନ ଆଲାଓ ହ୍ଵିଲ ମିଳିବ।

ଜାଣନ୍ତୁ ଏବେ ଫିଚର୍ସ :
କାରରେ ସ୍ମାର୍ଟଫୋନ କନେକ୍ଟଭିଟି ରହିଛି। ଏହାସହିତ ଅଟୋମେଟିକ ଏସି, ଓ୍ଵାୟାରଲେସ୍‌ ଚାର୍ଜର, ଏୟାର ପ୍ୟୁରିଫାୟାର, ଆଭିଏଣ୍ଟ ଲାଇଟନିଂ, ଦୁଆଲ ଏୟାରବ୍ୟାଗ, ରିୟର ପାର୍କିଂ ସେସରଂ, ହ୍ଵିଲ ଷ୍ଟାର୍ଟ ଆସିଷ୍ଟ, ୮ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି। ଏହାବ୍ୟତିତ ଏଥିରେ ଅନେକ ଷ୍ଟାଣ୍ଡାର୍ଡ ଓ ସେଫ୍ଟି ଫିଚର୍ସ ରହିଛି। ସବୁଠୁ ଜୁରରୀ କଥା ନିସାନ ମାଗ୍ନାଇଟ ର ମାଇଲେଜ 20.0kmpl ରହିଛି।

ତେବେ Nissan Magnite XE Manual ଭାରିଏଣ୍ଟ ୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହାଛଡ଼ା Nissan Magnie XL Manual ଭାରିଏଣ୍ଟର ଦାମ ୬.୯୯ ଲକ୍ଷ ଟଙ୍କା ରହିଛି। Nissan Magnite SV Manual ର ଦାମ ଅଛି ୭.୭୬ ଲକ୍ଷ ଟଙ୍କା। Nissan Magnite SV DT Manual ଭାରିଏଣ୍ଟର ଦାମ ୭.୯୨ ଲକ୍ଷ ଟଙ୍କା ରହିଛି। Nissan Turbo XL Manual ଭାରିଏଣ୍ଟର ଦାମ ୮.୧୯ ଲକ୍ଷ ଟଙ୍କା ରହିଛି। Nissan Magnite SV Premium Manual ଭାରିଏଣ୍ଟର ଦାମ ୮.୫୩ ଲକ୍ଷ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.