Below header
Browsing Tag

None of The Above ‘NOTA’

ନୋଟା ନିୟମ ବଦଳାଇବା ନେଇ ECIକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆମ ଦେଶରେ ଅଧିକାଂଶ ଭୋଟର କୌଣସି ନା କୌଣସି ଦଳ ସହ ସଂପୃକ୍ତ କିମ୍ବା ଦଳ ସପକ୍ଷରେ ଥାନ୍ତି । ସେହି ଅନୁସାରେ ସେମାନେ ପ୍ରାର୍ଥୀ ଅପେକ୍ଷା ଦଳକୁ ଦେଖି ଭୋଟ୍‌ ଦିଅନ୍ତି । କିଛି ନିଜ ବିବେକ ଅନୁଯାୟୀ କିମ୍ବା ସମ୍ପର୍କ ହେତୁ ପ୍ରାର୍ଥୀଙ୍କୁ ଦେଖି ମତଦାନ କରନ୍ତି । ଅନେକ ଲୋକ ନିର୍ବାଚନରେ…

ଆଗାମୀ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା, ରାଜ୍ୟ ନିର୍ବାଚନ କମିଶନର ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ଆଗାମୀ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା । ପୂର୍ବରୁ ଏହି ବ୍ୟବସ୍ଥା ନଥିଲା । ପୂର୍ବରୁ କେବଳ ବିଧାନସଭା ଓ ଲୋକସଭା ଭୋଟ ବେଳେ NOTA ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ZA ଅନୁସାରେ କ୍ଷମତା ବଳରେ ପୌର…

ନିର୍ବାଚନରେ ବଢୁଛି ‘ନୋଟା’ ଭୋଟର୍‌ଙ୍କ ସଂଖ୍ୟା, ଲୋକେ ଖୋଜୁଛନ୍ତି ଯୋଗ୍ୟ ପ୍ରାର୍ଥୀ

ଭୁବନେଶ୍ୱର (କେ ନ୍ୟୁଜ୍‌, ସ୍ପେସାଲ ଡେସ୍କ) : ୨୦୧୯ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ରହିଛି । ଜାତୀୟସ୍ତରରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଏଥିରେ କିନ୍ତୁ ଅନ୍ୟ ସହଯୋଗୀ ଦଳ ଏବଂ ଆଞ୍ଚଳିକ ଦଳଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ ଏଠି…