ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣା : ନିଲମ୍ବିତ IPS ରାଜେଶ ପଣ୍ଡିତଙ୍କୁ ନୋଟିସ ଜାରି
ଭୁବନେଶ୍ୱର : ନିଲମ୍ବିତ ଆଇପିଏସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ବଢିଲା ଅଡୁଆ। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଗୃହ ବିଭାଗ ପକ୍ଷରୁ ରାଜେଶ ପଣ୍ଡିତ ଙ୍କୁ ନୋଟିସ ଜାରି କରାଯାଇଛି । ୩୦ ଦିନ ମଧ୍ୟରେ ରାଜେଶଙ୍କୁ ବ୍ୟକ୍ତିଗତ କିମ୍ବା ଲିଖିତ ଭାବେ ଉତ୍ତର…