ଭିସୁଟର ଅଜବ ନୋଟିସ୍ , ଏବେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ

ସମ୍ବଲପୁର (କେନ୍ୟୁଜ୍) : ଭିସୁଟ ରୋହିଣୀ ଛାତ୍ରୀନିବାସ ସଂପର୍କିତ ନୋଟିସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ । କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ କରି ଖବର ପ୍ରସାରଣ କରିଛନ୍ତି । ରୋହିଣୀ ଛାତ୍ରୀନିବାସ ସମ୍ମୁଖରେ ରାସ୍ତା କାମ ଜାରି ରହିଛି । ଏଥିପାଇଁ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ଅଯଥା ଭିଡ଼ ନ କରିବାକୁ କୁଳପତିଙ୍କ ପକ୍ଷରୁ ପରାମର୍ଶସ୍ୱରୂପ ନୋଟିସ ଦିଆଯାଇଥିଲା । ଏହାକୁ ଅନ୍ୟ ଅର୍ଥରେ ନନେବାକୁ କୁଳପତି କହିଛନ୍ତି ।

 

vvs

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.