Below header
Browsing Tag

NSS Report

୧୦% ଧନୀଙ୍କ ପାଖରେ ଦେଶର ଅର୍ଦ୍ଧେକ ସମ୍ପତ୍ତି, ସର୍ଭେରେ ହେଲା ଖୁଲାସା

ଦେଶରେ ୧୦% ଶୀର୍ଷ ଧନୀଙ୍କ ପାଖରେ ରହିଛି ୫୦% ସ୍ଥାବର ଓ ଆର୍ଥିକ ସମ୍ପତ୍ତି। ତଳସ୍ତରରେ ଥିବା ୫୦%ଙ୍କ ପାଖରେ ରହିଛି ମାତ୍ର ୧୦%ରୁ କମ୍‌ ସମ୍ପତ୍ତି। NSS ଦ୍ୱାରା କରାଯାଇଥିବା ଦ ଅଲ୍‌ ଇଣ୍ଡିଆ ଡେବ୍‌ଟ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ସର୍ଭେ ୨୦୧୯ରୁ ଏହି ତଥ୍ୟ ମିଳିଛି। ଏହି ସର୍ଭେ ୨୦୧୯ ମସିହା…