ଶୀତଦିନେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏକ ଚାମଚ ଜାଇଫଳ ଗୁଣ୍ଡ, ଥଣ୍ଡା, କାଶ ଏବଂ ଅନ୍ୟ ସମସ୍ୟା ହେବ ଦୂର
ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଏ । ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା । ଯାହ ପନିପରିବାର ସ୍ୱାଦ ଏବଂ ସୁଗନ୍ଧ ବଢାଇବା ବ୍ୟତୀତ ଅନେକ ଔଷଧରେ ଜାଇଫଳ ବ୍ୟବହାର କରାଯାଏ । ତେବେ ଏହା ଘରୋଇ ଉପଚାର ମଧ୍ୟରୁ ଏକ ଅନ୍ୟତମ ଉପାୟ, ଯାହା…