OCAC ସାଇବର ଠକେଇ ମାମଲା: ଗିରଫ ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ସାମିଲ
ଭୁବନେଶ୍ବର(କେନ୍ଯୁଜ୍): OCAC ସାଇବର ଠକେଇ ମାମଲାରେ ଗିରଫ ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଏଥିରେ ଆହୁରି ଅନେକ ସାମିଲ ଅଛନ୍ତି । ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ସହ ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଛନ୍ତି । ଓକାକ୍ ଠକେଇରେ ଅନେକ ସାଇବର ଅପରାଧୀଙ୍କ…