Browsing Tag

odia

ଚୀନ୍ ସୀମାରେ ଓଡ଼ିଆ ଯବାନ ସହିଦ, ପୈତୃକ ଗ୍ରାମରେ ସମ୍ପନ୍ନ ହେଲା ଶେଷକୃତ୍ୟ

ମୟୂରଭଞ୍ଜ (କେନ୍ୟୁଜ): ଚୀନ୍ ସୀମାରେ ଆଇଟିବିପିରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ରାଜୀବ ନାଏକଙ୍କ ଦେହାନ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମରେ ତାଙ୍କ ଘର । ହୃଦଘାତରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ରାଜୀବଙ୍କ…

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ମକର ସଂକ୍ରାନ୍ତି

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଓଡ଼ିଆ ସଂସ୍କୃତିର ମହତ୍ତ୍ୱପୂର୍ଣ୍ଣ ପର୍ବ ହେଉଛି ମକର ସଂକ୍ରାନ୍ତି । ଯାହା ବିଭିନ୍ନ ନାମରେ ବିଭିନ୍ନ ରାଜ୍ୟରେ ପାଳିତ ହୁଏ । ସେହିଭଳି ଭାବେ ଦେଶ ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ବେଶ୍‌ ଉତ୍ସାହର ସହ ମକର ପର୍ବ ପାଳନ କରିଛନ୍ତି । ବାହାରିନ ଓଡ଼ିଆ ସମାଜ…

ଦିଲ୍‌ କୋ ହର୍ଟ କରଦା : ଓଡ଼ିଆ ଓ ପଞ୍ଜାବୀ ଫ୍ୟୁଜନ୍‌ରେ ଆସିଲା ନୂଆ ମ୍ୟୁଜିକ୍‌ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ‘ଦିଲ୍‌ କୋ ହର୍ଟ କରଦା’ । ଏହି ନାଁରେ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି । ଏହି ମ୍ୟୁଜିକ୍‌ ଭିଡିଓ ତିନିଟି ଭାଷା ପଞ୍ଜାବୀ, ଓଡ଼ିଆ ଏବଂ ହିନ୍ଦୀରେ ଏହାକୁ ନିର୍ମାଣ କରାଯାଇଛି । ବିଶେଷ କଥା ହେଉଛି ଏହା ଓଡ଼ିଆ ଯୁବକମାନଙ୍କ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି ।…