Below header
Browsing Tag

odia migrant labour

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବରଗଡ଼ର ୬ ଦାଦନ ଶ୍ରମିକ, ଜୀବନ ବଞ୍ଚାଇବା ପାଇଁ କରିଛନ୍ତି ଆକୁଳ ନିବେଦନ

ବରଗଡ଼ (କେନ୍ଯୁଜ୍): ଜୀବନ ବଞ୍ଚାଇବା ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଢେକିମୁଡ଼ା ଗାଁର ୬ ଜଣ ଦାଦନ ଶ୍ରମିକ ବାହାରେ ରାଜ୍ୟରେ ଫସିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା, ପଦ୍ମନାଭମ ପୋଲିସ ଷ୍ଟେସନ, ବୋନି ଗାଁରେ ଫସି ରହିଛନ୍ତି ଦାଦନ ଶ୍ରମିକ ।…

ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌ । ଗୁଜରାଟ ଥାନଗଡରୁ ଗତକାଲି ପ୍ରଥମ ଟ୍ରେନ୍‌ ଆସିଥିବାବେଳେ ଆଜି ଦ୍ୱିତୀୟ ଟ୍ରେନ୍‌ ଆସି ପହଞ୍ଚିଛି । ଏଥିରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଆଉ କିଛି ଜିଲ୍ଲାର ପ୍ରବାସୀ ଥିଲେ । ଗୁଜରାଟରୁ ଆସିଥିବା ଟ୍ରେନରେ…