Browsing Tag

odisha-andhra dispute

ଥମୁନି ଆନ୍ଧ୍ରର ଦାଦାଗିରି: ନିଜ ଅଧିକାରୀଙ୍କ ଦ୍ୱାରା କୋଟିଆରେ କରୁଛି ମହିଳା ସମାବେଶ

କୋରାପୁଟ(କେନ୍ଯୁଜ୍): କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି । ଆନ୍ଧ୍ର ଅଧିକାରୀଙ୍କ ଦ୍ୱାରା କୋଟିଆରେ ମହିଳା ସମାବେଶ । କୋଟିଆର ବିବାଦୀୟ ୨୧ଟି ଗାଁରେ ଆନ୍ଧ୍ର ଅଧିକାରୀମାନେ ଆସି ସରକାରୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗତ ୨୨ ତାରିଖରେ ବିବାଦୀୟ ଗାଁ ଗୁଡିକରେ ସ୍କୁଲ କମିଟି ଗଠନ…

ଗଜପତି : କାଶୀନଗର ଅଞ୍ଚଳରେ ପଶି ଆନ୍ଧ୍ର କରୁଥିଲା ରାସ୍ତା କାମ, ଅଟକାଇଲେ ଉପଜିଲ୍ଲାପାଳ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପୁଣି ଆନ୍ଧ୍ର ରଚିଛି ନୂଆ ଷଡଯନ୍ତ୍ର । ଏଥର ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଛଅ ମାଇଲ ଠାରେ । ଓଡିଶାର ସୀମା ଭିତରକୁ ୧ କିଲୋମିଟର ପର୍ଯ୍ୟନ୍ତ ଆସି ଆନ୍ଧ୍ର ଆଇଟିଡିଏ ରାସ୍ତା କାମ କରୁଥିଲା । ଯାହାର ସୂଚନା ପାଇ ଗତକାଲି ସନ୍ଧ୍ୟାରେ ଗଜପତି…