Browsing Tag

odisha cm announcement

ମାତ୍ର ଦଶ ପ୍ରତିଶତ ଲୋକଙ୍କ ଭୁଲ ପାଇଁ ୧୦୦ ଗୁଣା ବଢିପାରେ କରୋନା, ସତର୍କ ରୁହନ୍ତୁ ସରକାରଙ୍କୁ ସହଯୋଗ କରନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କିଛି ସମୟ ତଳେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଗତ ଦଶ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୬୧ ଥିଲା । ଏବେ ଦୁଇ ଗୁଣା ବଢ଼ି ଗଲାଣି । କିନ୍ତୁ ଡରିବାର କିଛି ନାହିଁ । ଆମେ ସାବଧାନ…