Browsing Tag

odisha issues SOP on use of favipiravir tablet

ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ ଜାରି ହେଲା SOP

ଭୁବନେଶ୍ୱର (କେନ୍ୟୁଜ୍‌):  ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP (standard operating procedure) ଜାରି କରିଛନ୍ତି ସରକାର ।  ଏନେଇ ଜିଲ୍ଲାପାଳ, କମିଶନର, CDMO ମାନଙ୍କୁ SOP ପଠାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ…