Browsing Tag

Odisha police SI recruitment

ଇଡି ନଜରରେ ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ସ୍କାମ, କଳାଧନ ସମ୍ପର୍କିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ…

କଟକ : ଚାକିରି କେଳେଙ୍କାରି ମାମଲାରେ ପଶିବ ଇଡି । ଇଡି ନଜରରେ ରହିଛି ଓଡିଶା ପୋଲିସ ଏସଆଇ ପରୀକ୍ଷା ନିଯୁକ୍ତି ସ୍କାମ । ଏଭଳି ସୂଚନା ଦେଇଛନ୍ତି କଳାଧନ ସମ୍ପର୍କିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଓଡ଼ିଶାର ପୋଲିସ ଏସଆଇ ନିଯୁକ୍ତି କେଲେଙ୍କାରୀକୁ ନେଇ କଳାଧନ ସମ୍ପର୍କିତ…

ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା, ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ଗରିଫ କଲା କ୍ରାଇମବ୍ରାଞ୍ଚ

ବାଲେଶ୍ବର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ପଞ୍ଚମ ଦଲାଲ ଗିରଫ।  ବାଲେଶ୍ବର ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ତାଙ୍କ ଲିଙ୍କ୍ ର ପ୍ରମାଣ ମିଳିଛି। ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିରେ…

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା, ଆଉ ୨ ଗିରଫ

ଭୁବନେଶ୍ବର: ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ଵ । ମାମଲାର ତଦନ୍ତ କାରୀ ଅଧିକାରୀ ଭାବେ ସେ ଦାୟିତ୍ଵ ତୁଲାଇବେ । ସେ ଗୋଲାନ୍ଥରା ଥାନା ଯାଇ ମାମଲାର ସବୁ କାଗଜପତ୍ର ହାତକୁ ନେବେ । ବ୍ରହ୍ମପୁର ପୋଲିସ ପ୍ରାଥମିକ…

ଓଡ଼ିଶା ପୋଲିସ SI ପରୀକ୍ଷା 2025: ଘୁଞ୍ଚିଲା ପରୀକ୍ଷା, ଏଠାରେ ଦେଖନ୍ତୁ କେଉଁ ତାରିଖରେ ହେବ

କଟକ :  CPSE 2025 (କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା) କିମ୍ବା ଓଡ଼ିଶା ପୋଲିସ SI ପରୀକ୍ଷା 2025 ର ଅକ୍ଟୋବର 4 ରେ ହେବାକୁ ଥିବା ପତ୍ରକୁ ଅକ୍ଟୋବର 6 କୁ ଘୁଞ୍ଚାଇ ଦିଆଯାଇଛି । SI ପରୀକ୍ଷାର ତୃତୀୟ ପରୀକ୍ଷା ପତ୍ରରେ ପରିବର୍ତ୍ତନ ଆସିଛି । ତୃତୀୟ ପତ୍ରରେ ପଦାର୍ଥ ବିଜ୍ଞାନ ଏବଂ…

ଓଡିଶାରେ ସବ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି, ୭୦୪ ପଦବୀ ପାଇଁ କରିପାରିବେ ଆବେଦନ

ଓଡିଶାରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଓଡିଶାରେ ଖାଲିପଡିଥିବା ୭୦୪ ପୋଲିସ ଇନ୍ସପେକ୍ଟର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେବ । ଶେଷ ଏପ୍ରିଲ ମାସରେ ହେବ । ପଦବୀ ବିବରଣୀ : ୭୦୪ ଜରୁରୀ…

ଓଡ଼ିଶା ପୋଲିସ ଏସ୍‌ଆଇ ପରୀକ୍ଷା ସ୍ଥଗିତ, ପ୍ରଶ୍ନପତ୍ର ଠିକ ଭାବେ ଡାଉନଲୋଡ ହେଉନଥିଲା

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶା ପୋଲିସ ଏସ୍‌ଆଇ ପରୀକ୍ଷାରେ ବିଭ୍ରାଟ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି । ସିପିଏସଇ-୨୦୧୮ର ପେପର-୧ର ପୁନଃ ପରୀକ୍ଷା ସ୍ଥଗିତ । ସଫ୍ଟୱେୟାରରେ ସମସ୍ୟା ଯୋଗୁ ପ୍ରଶ୍ନପତ୍ର ଠିକ ଭାବେ ଡାଉନଲୋଡ ହେଉନଥିଲା । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା…