Below header

ଓଡିଶାରେ ସବ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି, ୭୦୪ ପଦବୀ ପାଇଁ କରିପାରିବେ ଆବେଦନ

ଓଡିଶାରେ ଖାଲିପଡିଥିବା ୭୦୪ ପୋଲିସ ଇନ୍ସପେକ୍ଟର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେବ । ଶେଷ ଏପ୍ରିଲ ମାସରେ ହେବ ।

ଓଡିଶାରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଓଡିଶାରେ ଖାଲିପଡିଥିବା ୭୦୪ ପୋଲିସ ଇନ୍ସପେକ୍ଟର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେବ । ଶେଷ ଏପ୍ରିଲ ମାସରେ ହେବ ।

ପଦବୀ ବିବରଣୀ : ୭୦୪

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ବେଳେ ଶେଷ ଏପ୍ରିଲରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟ ୨୧ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/SEBC ପ୍ରାର୍ଥୀଙ୍କୁ ୫ ବର୍ଷ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/SEBC ପ୍ରାର୍ଥୀ ୨୩୫ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ନିଶୁଳ୍କ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା ଆଧାରରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.