କଟକ ପେଟିନ ସାହିର ପୁଷ୍ପଙ୍କର ବାନାର୍ଜୀ, ଯାହାଙ୍କ ପରିବାର ସଦସ୍ୟ ପାଲଟିଛନ୍ତି ଦେଶୀ ବୁଲା କୁକୁର
କଟକ(କେନ୍ୟୁଜ୍): ପାଖରେ ବସୁଛନ୍ତି, ଖଟରେ ଶୋଉଛନ୍ତି, ପ୍ରତିଦିନ ଚିକେନ ଖାଉଛନ୍ତି । ଟୀକାକରଣ ସାଙ୍ଗକୁ ଚାଲିଛି ସମସ୍ତଙ୍କର ଡ଼ାକ୍ତରୀ ଚିକିତ୍ସା । ଯେଉଁଠି ଲୋକେ ବାଟରେ ଘାଟରେ କୁକୁରକୁ ଦେଖିବା ମାତ୍ରକେ ଟେକା ପଥର ମାରିଥାନ୍ତି, ସେଇଠି କଟକର ଜଣେ ବ୍ୟକ୍ତି ଯିଏ ଦୀର୍ଘ ୧୬ ବର୍ଷ ହେବ…