ଅଫିସ୍ରେ ଝଗଡ଼ା ହୋଇଗଲେ ତୁରନ୍ତ ମୁଡ୍ ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ, ଷ୍ଟ୍ରେସ୍ରେ ବି ରହିବେ କୁଲ୍
ପ୍ରାଇଭେଟ୍ ଅଫିସ୍ର କଲ୍ଚର ବହୁତ ଷ୍ଟ୍ରେସ୍ପୂର୍ଣ୍ଣ ହୋଇଥାଏ। ଏଠାରେ କର୍ମଚାରୀମାନଙ୍କୁ ନିଜକୁ ପରଫେକ୍ଟ ପ୍ରମାଣିତ କରିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ଷ୍ଟ୍ରେସ୍ ଭିତରେ ଅନେକ ଥର ଆପଣଙ୍କର କାହା ସହିତ ତୁତୁ ମେଁ ମେଁ ବି ହୋଇଯାଇଥାଏ। ବିଶେଷ କରି ଅଫିସ୍ ବସ୍ଙ୍କ…