Browsing Tag

oil price hike

ଇରାନ ଉପରେ ପ୍ରତିଶୋଧ ନେବ ଇସ୍ରାଏଲ, ଅଶୋଧିତ ତୈଳ ଦର ୫ ପ୍ରତିଶତ ବୃଦ୍ଧି

ଇରାନ ରକେଟ ମାଡର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ କୌଣସି ମୁହୂର୍ତ୍ତରେ ପାଲଟା ଆକ୍ରଣ କରିପାରେ। ଏହି ଯୁଦ୍ଧ ମଧ୍ୟରେ ତୈଳ ଦର ବଢିବା ସମ୍ଭାବନା ବଢ଼ିଯାଇଛି । ମଙ୍ଗଳବାର ଆକ୍ରମଣ ଘଟଣା ପରେ କ୍ରୁଡ୍ ଅଏଲ ଦରରେ ୫ ପ୍ରତିଶତ ବୃଦ୍ଧି ହୋଇଛି । ତୈଳ ଦର ବ୍ୟାରଲେ ପିଛା ୭୪ ଡଲାରରେ ପହଞ୍ଚି ଯାଇଛି…

MRP ଠାରୁ ଅଧିକ ଦାମରେ ତେଲ ବିକ୍ରି ହେଉଥିବା ଅଭଯୋଗ: କଟକ ମାଲଗୋଦାମରେ ପହଁଚି ଯାଞ୍ଚ କରିଛି ଯୋଗାଣ ବିଭାଗ

କଟକ(କେନ୍ଯୁଜ୍): ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ପାଇଁ ଖାଇବା ତେଳ ମହଙ୍ଗା ହେବା ଖବର ପରେ ଯାଞ୍ଚ । କଟକ ମାଲଗୋଦାମରେ ଜିଲ୍ଲା ଯୋଗାଣ ବିଭାଗ ଟିମ୍‌ ପହଞ୍ଚି ସ୍ଥିତି ଯାଞ୍ଚ କରିଛି । MRP ଠାରୁ ଅଧିକ ଦାମରେ ତେଲ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ଟିମ୍‌ ମାଲଗୋଦାମରେ ଖୋଳତାଡ…

ରୋଷେଇ ଘରେ ମହଙ୍ଗା ମାଡ: ଆକାଶ ଛୁଆଁ ହେଲାଣି ତେଲ ଦାମ୍‌, ମାତ୍ର ୬ ମାସରେ ଦୁଇ ଗୁଣା ବୃଦ୍ଧି

କେନ୍ଯୁଜ୍: ରୋଷେଇ ଘରେ ମହଙ୍ଗା ମାଡ । ବଢୁଛି ସବୁ ସାମଗ୍ରୀର ଦର । ବିଶେଷ କରି ତେଲ ଦାମ୍‌ ଏବେ ଆକାଶ ଛୁଆଁ ହେଲାଣି । ମାତ୍ର ୬ ମାସରେ ତେଲ ଦର ଦୁଇ ଗଣ ବୃଦ୍ଧି ପାଇଲାଣି । ୮୦ ଟଙ୍କାରେ ବିକ୍ରି ହେଉଥିବା ତେଲ ଏବେ ୧୪୦ ଟଙ୍କା ହେଲାଣି । ୧୦୦ ଟଙ୍କା ଥିବା ତେଲ ଏବେ ୧୭୦ ଟଙ୍କା । ସବୁ…

ପେଟ୍ରୋଲ୍ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର(କେନ୍ୟୁଜ୍):ପେଟ୍ରୋଲ୍‌ ଓ ଡ଼ିଜେଲ୍‌ର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତୀକ ବଜାରରେ ତୈଳ ଦର ବୃଦ୍ଧିର ଆଳ ଦେଖାଇ ବାରମ୍ବାର ତୈଳ ଦର…

ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଏଇଠି ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ଦାମ

ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ଗତ ତିନି ଦିନରେ ପେଟ୍ରୋଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ଥରେ ଇନ୍ଧନ ଦାମ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦାମ। ଆଜି ପେଟ୍ରୋଲର ଦାମ…

୧୦୦ ଟଙ୍କାରେ ବୋହି ନେଲେ ପେଟ୍ରୋଲ, ଗୋଟିଏ ଦିନରେ ମଲାମାଲ ହୋଇଗଲେ ବ୍ଲାକ୍‌ରେ ବିକିଲାବାଲା

ଭୁବନେଶ୍ୱର(କେନ୍ୟୁଜ୍): ୧୦୦ ରୁ ୧୫୦ ଟଙ୍କା ଦରରେ କଳାବଜାରୀ ପେଟ୍ରୋଲକୁ ବୋହିନେଲେ ଗଡ଼ି ମାଲିକ। ଆଜି ଭାରତ ବନ୍ଦ ଥିବାରୁ ଏହାର ଫାଇଦା ଉଠାଇଦେଲେ କିଛି ଯୁବକ । ଗତକାଲି ଠାରୁ ପେଟ୍ରୋଲ ପମ୍ପ ମାନଙ୍କ ଠାରୁ ବ୍ୟାରେଲ୍ ବ୍ୟାରେଲ୍ ପେଟ୍ରୋଲ ଯୋଗାଡ଼ କରି ଆଜି ଲିଟର ପିଛା ୧୦୦ରୁ ୧୫୦ ଟଙ୍କା…