MRP ଠାରୁ ଅଧିକ ଦାମରେ ତେଲ ବିକ୍ରି ହେଉଥିବା ଅଭଯୋଗ: କଟକ ମାଲଗୋଦାମରେ ପହଁଚି ଯାଞ୍ଚ କରିଛି ଯୋଗାଣ ବିଭାଗ

କଟକ(କେନ୍ଯୁଜ୍): ୟୁକ୍ରେନ୍-ରୁଷ୍ ଯୁଦ୍ଧ ପାଇଁ ଖାଇବା ତେଳ ମହଙ୍ଗା ହେବା ଖବର ପରେ ଯାଞ୍ଚ । କଟକ ମାଲଗୋଦାମରେ ଜିଲ୍ଲା ଯୋଗାଣ ବିଭାଗ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛି ।
MRP ଠାରୁ ଅଧିକ ଦାମରେ ତେଲ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ଟିମ୍ ମାଲଗୋଦାମରେ ଖୋଳତାଡ କରିଛି । ଯୁଦ୍ଧ ଯୋଗୁ ତେଲ ଓ ଡାଲି ଅଧିକ ଦାମରେ ବିକ୍ରି ହେଉଥିବା ଖବର ପ୍ରସାରିତ ହୋଇଥିଲା ।