ନାତି ସାମ୍ନାରେ ବୃଦ୍ଧଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା
ହିନ୍ଦୋଳ: ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା । ମୃତକ ଢେଙ୍କାନାଳ ହିନ୍ଦୋଳ ଥାନା ବଙ୍ଗୁ ଗାଁର ଶିଖର ସାହୁ । ଗତକାଲି ରାତିରେ ବୃଦ୍ଧ ଜଣକ ନାତି ସହ ବାହାରକୁ ଆସିଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଦନ୍ତା ଶିଖରଙ୍କୁ ଘୋଷାଡି ଦଳିଦେଇଥିବାବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ନାତି…