ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର
କାମାକ୍ଷାନଗର (କେନ୍ୟୁଜ): ପାରୋଲରେ ଆସିଥିବା ଜଣେ କଏଦୀ ସଂଘବଦ୍ଧ ଭାବେ ୩ ରାଉଣ୍ଡ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍ଗୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ପଂଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ…