ଫାଟିଲା OnePlus Nord 2! ଫୋନରେ କଥାବାର୍ତ୍ତା ବେଳେ ଘଟିଲା ଅଘଟଣ; ୟୁଜର ଗୁରୁତର ଆହତ
OnePlus Nord 2 ସ୍ମାର୍ଟଫୋନ ବ୍ଲାଷ୍ଟ୍ ହୋଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ଫୋନ୍ କଲ୍ ବେଳେ OnePlus Nord 2 ସ୍ମାର୍ଟଫୋନ ହଠାତ୍ ବ୍ଲାଷ୍ଟ କରିଛି। ଏଥିରେ ୟୁଜର ଆହତ ମଧ୍ୟ ହୋଇଛନ୍ତି। ଟ୍ଵିଟରରେ ସେୟାର କରାଯାଇଥିବା…