Browsing Tag

onion garlic smell

ହାତରୁ ଦୁର୍ଗନ୍ଧ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଖାଦ୍ୟରେ ସ୍ୱାଦ ଆଣିବା ପାଇଁ ସାଧାରଣତଃ ଗୋଟା ମସଲା ସହିତ ପିଆଜ ଓ ରସୁଣର ବ୍ୟବହାର କରାଯାଇଥାଏ । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହି ଯାଇଥାଏ । ଘଣ୍ଟା ଘଣ୍ଟା ଧରି ଏହା ରହିବା ଦ୍ୱାରା ବିରକ୍ତି ଭାବ ଉତ୍ପନ୍ନ ହୋଇଥାଏ । ଏହାର କାରଣ ହେଉଛି, ପିଆଜ ଓ ରସୁଣରେ ଥିବା…

ପିଆଜ କିମ୍ବା ରସୁଣ ଖାଇଛନ୍ତି ଆଉ ପାଟିରୁ ଗନ୍ଧ ବାହାରୁଛି, ତେବେ ଏମିତି ଉପାୟରୁ ବାସ୍ନାକୁ କରନ୍ତୁ ଦୂର

ଭୋଜନରେ ପିଆଜ ରସୁଣ ଖାଇଥିଲେ ପାଟିରୁ ଅଲଗା ତାର ବାସ୍ନା ବାହାରିଥାଏ। ଯାହାଦ୍ୱାରା ଆମ କାହା ସାମ୍ନାରେ କଥା ହେଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେଣୁ ଏହି ସମୟରେ ଟିକେ ଅସହଜ ମନେ ହୁଏ। ଲଜ୍ଜିତ ଅନୁଭବ ଭଳି ମଧ୍ୟ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ କେମିତି…