Browsing Tag

opium

ଶିମିଳିପାଳ ଅଭୟାରଣ୍ୟ ଏବେ ମାଫିଆଙ୍କ କବଜାରେ, ଜବତ ହେଲା ୧୮ କୋଟିରୁ ଊର୍ଦ୍ଧ୍ଵ ଅଫିମ

କରଞ୍ଜିଆ(କେନ୍ୟୁଜ): ଶିମିଳିପାଳର ନା ଶୁଣିଲା ମାତ୍ରକେ ଆପେ ଆପେ ମନକୁ ଚାଲିଆସେ ପ୍ରକୃତିର କଥା । ଘଞ୍ଚ ଜଙ୍ଗଲ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ପରିବେଷ୍ଟିତ ଶିମିଳିପାଳ । ଭଳିକି ଭଳି ପ୍ରଜାତିର ଗଛ, ଲତା ଓ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ । ଏପରିକି ଏଠାରେ ବ୍ୟାଘ୍ର ସଂରକ୍ଷଣ…

୧୦ କେଜି ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌

ଭୁବନେଶ୍ୱର : ଏସଟିଏଫ୍‌ (STF) କୁ ବଡ଼ ସଫଳତା । ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌। ଦୁଇ ଆନ୍ତଃରାଜ୍ୟ ଅଫିମ ବେପାରିଙ୍କୁ ରାଉରକେଲା ପୋଲିସ ସାହାଯ୍ୟରେ ଗିରଫ କଲା ଏସଟିଏଫ୍‌। ରାଜସ୍ଥାନରୁ ଏହି ଅଫିମ ଆଣି ରାଉରକେଲାରେ ବିକ୍ରି ପାଇଁ ଡିଲ ହୋଇଥିଲା। ୧୦ କେଜି ୫୦୮ ଗ୍ରାମ…

ରେଢାଖୋଲ ଅଞ୍ଚଳରେ ପ୍ରଥମ: ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ରେଢାଖୋଲ(କେନ୍ୟୁଜ୍‌) : ଆକ୍ସନ୍ ମୁଡରେ ଅବକାରୀ ବିଭାଗ। ଠାବ କଲା ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ। ଯେଉଁଠି ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ ଠାବ କରାଯାଇଛି । ଏ ଫୁଲ ଫଳ ଫୁଟିଥିବା ଗଛ ହେଉଛି ଅଫିମ ଗଛ। ଏହି ଅଫିମ ଚାଷ ଉପରେ…

ଅଫିମ ଚାଷ କରି ହୋଇପାରିବେ ମାଲାମାଲ୍‌, କିନ୍ତୁ ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

ଅଫିମ... ନାଁ ରୁ ଆମେ ଭାବି ନେଉ ଯେ ଏହା ଏକ ନିଶା ଜାତୀୟ ଦ୍ରବ୍ୟ। କେବଳ ମାଦକ ଭାବେ ହିଁ ଏହାର ବ୍ୟବହାର ହୋଇଥାଏ। କିନ୍ତୁ ନା, ଆମେ ଖାଉଥିବା ପୋସ୍ତ ପ୍ରକୃତରେ ଏଇ ଅଫିମ ଗଛରୁ ହିଁ ଆସିଥାଏ। ସାଧାରଣତଃ ଅଫିମକୁ ହେରୋଇନ୍‌ର ଏକ ସ୍ରୋତ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆମ ଦେଶରେ ଅଫିମକୁ ଏକ…