ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା
କେନ୍ୟୁଜ୍(ବ୍ୟୁରୋ): ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନାଁ ପ୍ରସ୍ତାବ ଦେଇଥିଲେ ବିଧାୟକ ମୋହନ ମାଝୀ । ମୋହନ ମାଝୀଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ । ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ବିଜୟ ପାଲ…