ଓଡିଶା ଯୁବପିଢି ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି
ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଓଡିଶା ଲୋକ ସେବା ଆୟୋଗରେ ଭର୍ତ୍ତି ପାଇଁ ୩୮୫ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ OPSC ର ଅଫିସିଆଲ ସାଇଟ opsc.gov.in କୁ ଯାଇ…