ଓଡ଼ିଶାରେ ଚାଷ କରାଯାଉଛି ଅର୍କିଡ୍ ଫୁଲ, ଲାଭବାନ ହେଉଛନ୍ତି ମହିଳା ଚାଷୀ
ଗଞ୍ଜାମ: ଓଡ଼ିଶାରେ ବିଭିନ୍ନ ପ୍ରକାରର ଫୁଲ ଚାଷ କରାଯାଏ । ପୁରୁଷଙ୍କ ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ଚାଷବାସ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ଭିତରେ ଓଡ଼ିଶାରେ ଚାଷ ହେଉଥିବା ଫୁଲ ମଧ୍ୟରେ ଭିନ୍ନ ସ୍ଥାନ ହାସଲ କରିଛି ଅର୍କିଡ୍ । ଅର୍କିଡ ଫୁଲର ଦାମ ଅଧିକ ଥିବାବେଳେ ଏହା ଏବେ…