Browsing Tag

OSRTC bus

OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୪ ଗୁରୁତର

କାମାକ୍ଷାନଗର:  ଭୟାବହ ଦୁର୍ଘଟଣା । OSRTC ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟରାଜପଥ ର ଦୁମୁହାଁଣି ନିକଟରେ ଦୁର୍ଘଟଣା ହୋଇଛି । ୩ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ବସଟି ଭୁବନେଶ୍ବରରୁ ରାଉରକେଲା ଯାଉଥିବା ସମୟରେ…

୨୩ ଘଣ୍ଟା ହେଲା OSRTC ବସ୍‌ ଅଟକ, ମୁଖ୍ୟମନ୍ତ୍ରୀଙ୍କୁ ବସ୍ ସେବା ପାଇଁ ଦୀର୍ଘ ଦିନ ହେଲା ଦାବି କରୁଥିଲେ ଗ୍ରାମବାସୀ

ବଣାଇ : ବସ୍ ଦିଅ, ବସ୍ ନିଅ । ଓଏସଆରଟିସି ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ । ଗାଁକୁ ବସ୍ ଚାଲିଲେ ବନ୍ଧକ ରଖିଥିବା ବସକୁ ଛାଡ଼ିବେ କହିଛନ୍ତି ଗ୍ରାମବାସୀ । ସୁନ୍ଦରଗଡ଼ ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୋଟିଏ ଓଏସଆରଟିସି ବସକୁ ବନ୍ଧକ ରଖିଛନ୍ତି…

OSRTC ବସ୍ ସହ ଘରୋଇ ବସ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ

ହିଞ୍ଜିଳିକାଟୁ : ଦୁଇ ବସ୍ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଛି। OSRTC ବସ୍ ସହ ଏକ ଘରୋଇ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଘରୋଇ ବସର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଆଜି…

ପିପିଲିରେ OSRTC ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପିପିଲି : ପିପିଲି ଅଧା ରହିଗଲା ଜଗା ଦର୍ଶନ । ପିପିଲି ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ…

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଲକ୍ଷ୍ମୀ ବସର ନାଁ ବଦଳିପାରେ । ଓଡିଶା ରାଜ୍ୟ ସଡ଼କ…

ଘାଟିରୁ ଖସିଲା OSRTC ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

କଣ୍ଟାମାଳ (କେନ୍ୟୁଜ): ଘାଟିରୁ ଖସିଲା OSRTC ବସ୍ । ବୌଦ୍ଧ କଣ୍ଟାମାଳ ରାଣୀପଥର ଘାଟିରେ ଓଲଟିଲା ବସ୍ । ବସଟି ଫୁଲବାଣୀରୁ ଅନୁଗୁଳ ଯାଉଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ…

ବୈପାରୀଗୁଡ଼ାରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ଼ ଘଟଣାରେ ତନାଘନା: ପଥର ମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ

ବୈପାରୀଗୁଡ଼ା(କେନ୍ୟୁଜ୍):   ଗୁଳି ନୁହେଁ ପଥରମାଡ଼ । ବୈପାରୀଗୁଡ଼ାରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ଼ ଘଟଣାରେ ତନାଘନା ତଦନ୍ତ ଚଳାଇଛି ସାଇଣ୍ଟିଫିକ ଟିମ୍‌ । ତେବେ ତଦନ୍ତ ପରେ ଗୁଳିମାଡ଼ ହୋଇନଥିବା ସୂଚନା ମିଳିଛି। ପଥର ମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି…

ବସ୍ ଯାତ୍ରୀମାନଙ୍କ ପାଇଁ ଖୁସିଖବର, ସୋମବାର ଠାରୁ ଗଡିବ OSRTC ବସ୍, କଣ ରହିଛି କଟକଣା ନଜର ପକାନ୍ତୁ

କେନ୍ୟୁଜ୍ (ବ୍ୟୁରୋ): ସୋମବାର ଠାରୁ ଗଡିବ  OSRTC ବସ୍। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ କରିବ ବସ୍। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ସେବା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ସଡ଼କ ପରିବହନ ନିଗମ…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌ । ରାଜ୍ୟରେ ଥିବା ଓଏସ୍‌ଆରଟିସି ବସ୍‌ ସମସ୍ତ ଗ୍ରୀନ୍‌ ଜୋନ୍‌ରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ରେ ଯାତ୍ରୀଙ୍କଠାରୁ ଦୁଇ ଗୁଣା ଭଡା ନିଆଯିବ । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌…