OSSSC ଅକ୍ଟୋବର ୮ ରୁ ଅମିନ, ଆରଆଇ,ଏଆରଆଇ ପରୀକ୍ଷାର ପୁନଃ ପରିଚାଳନା କରିବ
ଭୁବନେଶ୍ୱର: ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ସୋମବାର ଦିନ ମିଳିତ ନିଯୁକ୍ତି ପରୀକ୍ଷା-2023 (IV) ଅନ୍ତର୍ଗତ ବିଭିନ୍ନ ପଦବୀ ପାଇଁ ପ୍ରାରମ୍ଭିକ ପରୀକ୍ଷା ପୁନଃ ଆୟୋଜନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ବିଜ୍ଞପ୍ତି ଅନୁଯାୟୀ, ରାଜସ୍ୱ ପରିଦର୍ଶକ…