Browsing Tag

OUR LEADER

ନେତା ଏମିତି : ବଦଳିଲା ଦଳ, ବଦଳିଗଲା ଭାଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଜେଡି ଛାଡିବାର ଦିନକ ପରେ ବିଜେପିରେ ଯୋଗ ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ବିଜେପି ନେତାଙ୍କ ଗହଣରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଆଉ ପ୍ରଶଂସାରେ ପୋତି ପକାଇଲେ ବିଜେପି ଓ ତାର ନେତୃମଣ୍ଡଳୀକୁ । ଏବେ ଟିକେ…