Browsing Tag

overturned

କୁହୁଡି ଯୋଗୁଁ ଓଲଟିଲା ଲକ୍ଷ୍ମୀ ବସ: ୨୧ ଯାତ୍ରୀ ଆହତ

କଟକ(କେନ୍ୟୁଜ): କୁହୁଡ଼ି ହେଲା କାଳ । ଡିଭାଇଡରେ ପିଟିହେଲା ବସ୍, ଅନେକ ଯାତ୍ରୀ ଆହତ । କଟକ ବାଳି ଛକ-ନୂଆପାଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଛି ଦୁର୍ଘଟଣା । ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାକୁ ଡିଭାଇଡରରେ ପିଟି ହେଲା ଵସ୍ । ଫଳରେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି ।…

ଗଛକୁ ଧକ୍କାଦେଇ ରାସ୍ତାକଡକୁ ଓଲଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ୫ ଆହତ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଆହତ । ଆହତ…

ବୋଲଗଡ ନିକଟରେ ଓଲଟିଲା ଆଇଟିବିପି ଗାଡି, ୬ ଆହତ

ଖୋର୍ଦ୍ଧା (କେନ୍ୟୁଜ): ବୋଲଗଡ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ଓଲଟିଲା ସୀମା ସୁରକ୍ଷା ବାହିନୀଙ୍କ ଟ୍ରକ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବୋଲଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଗାଡିଟି ଭୁବନେଶ୍ବରୁ କନ୍ଧମାଳ…

ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ

ବାଂଶପାଳ (କେନ୍ୟୁଜ): ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି…

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ : ୩୦ରୁ ଉର୍ଦ୍ଧ୍ବ ଆହାତ, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ସୋର (କେନ୍ୟୁଜ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଆହାତ ବେଳେ ୭୦ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ୭ ଗୁରୁତର ଆହତଙ୍କ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଚବିଶ ପ୍ରଗଣାରୁ ପୁରୀ…