Browsing Tag

overturns

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ମିନିବସ୍: ୮ ରୁ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ

ଭଞ୍ଜନଗର (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ମିନିବସ୍ । ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିବା ସହ ସୁରକ୍ଷିତ ଭାବେ ଉଦ୍ଧାର ‌ହୋଇଛନ୍ତି ବସରେ ବସିଥିବା ସମସ୍ତ ଯାତ୍ରୀ । କେବଳ ୮ ରୁ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା । ଗଂଜାମ ଜିଲ୍ଲା ବୁଗୁଡ଼ା…

ଭାରସାମ୍ୟ ହାରାଇ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ, ୯ ଗୁରୁତର

ଧର୍ମଗଡ଼ (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହାରାଇ ଓଲଟିଲା ପିକଅପ ଭ୍ୟାନ । ଦୁଇ ମୃତ, ୯ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳିନି । ଗୁରୁତର ୯ ଜଣଙ୍କୁ କଲମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପିଡିଏସ୍‌ ଚାଉଳ…