Browsing Tag

pakistan captain

ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବେ ପାକିସ୍ତାନର ବାବର ଆଜମ

କେନ୍ୟୁଜ୍‌: ବୋଧହୁଏ ବରିଷ୍ଠ ଖେଳାଳିଙ୍କ ପରାମର୍ଶ ମାନିଗଲେ ପାକସ୍ତାନ କ୍ରିକେଟ୍‌ ଅଧିନାୟକ ବାବର ଆଜମ । ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ ପରେ ପରେ ଆଜମ ନିଜ ପଦ ଛାଡ଼ିବା ନେଇ ସୂଚନା ମିଳିଛି । ଏନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । କ୍ରିକେଟ ଇତିହାସରେ…

ବିରାଟ କୋହଲିଙ୍କ ଖରାପ ଫର୍ମ ନେଇ ଟ୍ଵିଟ୍‌ କଲେ ପାକିସ୍ତାନୀ ଅଧିନାୟକ ବାବର ଆଜମ, ‘ସାହସ ରଖ, ସବୁକିଛି ଠିକ୍‌…

ବିଶ୍ୱ କ୍ରିକେଟରେ ରନ୍ ମେସିନ୍ ଭାବେ ଖୁବ୍ ଜଣାଶୁଣା ବିରାଟ କୋହଲି । ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ । ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ୍ର ତାଙ୍କୁ କଡ଼ା ସମାଲୋଚନା କରୁଥିବାବେଳେ କିଛି ଲୋକପ୍ରିୟ ଖେଳାଳି ତାଙ୍କ ସମର୍ଥନରେ ବାହାରିଛନ୍ତି। ଟିମ୍ ଇଣ୍ଡିଆ…

ପାକ୍‌ କ୍ରିକେଟର ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌, ଲାହୋର ହସ୍ପିଟାଲରେ ହେଲା ଆଞ୍ଜିଓପ୍ଲାଷ୍ଟ

ପାକିସ୍ତାନର ପ୍ରମୁଖ ବୋଲର ତଥା ପୂର୍ବ କ୍ୟାପ୍‌ଟେନ୍‌ ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌। ସୋମବାର ଦିନ ସେ ହୃଦ୍‌ଘାତର ଶିକାର ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟ ଆଟାକ୍‌ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିବା…

ପାକିସ୍ତାନ ଟି-୨୦ ମ୍ୟାଚ ହାରିଯିବାରୁ ତାତିଲେ ଲୋକେ, କ୍ୟାପଟେନ୍‌ଙ୍କ ପୋଷ୍ଟରକୁ ମାରିଲେ ଗୋଇଠା

ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ସିରିଜ୍‌ ଜିତିଥିଲା। ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚରେ ତିନୋଟି ସିରିଜ୍‌ ହାସଲ କରିଛି। ଏହି ମ୍ୟାଚରେ ପାକିସ୍ତାନ ନିଜ ଦେଶରେ ହାରିଥିବାରୁ ଫ୍ୟାନ୍ସମାନେ ଖେଳାଳୀମାନଙ୍କ ଉପରେ ଖୁବ୍‌ ନାରାଜ୍‌ ହୋଇଛନ୍ତି। ନମ୍ବର ୮ ର ଟିମ୍‌…