Below header
Browsing Tag

Pakistan election

ପାକିସ୍ତାନ : ନିର୍ବାଚନ ଭୋଟ ଗଣତିକୁ ନେଇ ଝଗଡା, ୨ ମୃତ, ୧୪ ଆହତ

ପାକିସ୍ତାନରେ ନିର୍ବାଚନ ସରିବା ପରେ ଫଳାଫଳରେ ବିଳମ୍ବ ହେଉଛି । ଏଥିପାଇଁ ଗଠବନ୍ଧନ କରିବାକୁ ବଳମ୍ବ ହେଉଛି । ଶପଥ କେବେ ହେବ, କିଏ ନେବ ଏପର୍ଯ୍ୟନ୍ତ ସଠିକ୍‌ ଭାବେ ଜଣାନାହିଁ । ଏହାରି ମଧ୍ୟରେ ପାକିସ୍ତାନର ଅଶାନ୍ତ ଖୈବୀ ପଖତୁନଖ୍ଵାରେ ପୁଣିଥରେ ଗଣନା ହୋଇଛି । ଆଉ ଏହାକୁ ନେଇ ଦୁଇ…

ପାକିସ୍ତାନ : ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଅଫିସ ବାହାରେ ବିସ୍ଫୋରଣ, କ୍ଷୟକ୍ଷତି ସୂଚନା ମିଳିନାହିଁ

କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଛି । ବରିଷ୍ଠ ପୋଲିସ ଅଧିକ୍ଷକ ଦକ୍ଷିଣ କରାଚିର ଏସଏସପି ସାଜିଦ ସଦୋଜାଇଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିସ୍ଫୋରଣର କେତେ ଜୋରରେ ଏବଂ କ’ଣ ପାଇଁ ହୋଇଛି, ତାହା…

ପାକିସ୍ତାନରେ ସସପେନ୍ସ ଜାରି, ରାଜନୈତିକ ସଙ୍କଟ ମାମଲାର ଆଜି ପାକ୍ ସୁପ୍ରିମକୋର୍ଟରେ ଶୁଣାଣି

ପାକିସ୍ତାନରେ ସସପେନ୍ସ ଜାରି। ଅନାସ୍ଥା ଭୋଟ ପୂର୍ବରୁ ଉପବାଚସ୍ପତି କରିଥିବା ସଂସଦ ଭଙ୍ଗ ଘଟଣାର ବୈଧତାକୁ ନେଇ ସସପେନ୍ସ ଜାରି ରହିଛି। ଏହି ମାମଲାର ଶୁଣାଣି ଆଜି ପାକିସ୍ତାନ ସୁପ୍ରିମକୋର୍ଟ କରିବେ। ଏଥିସହ ପୂର୍ଣ୍ଣ କୋର୍ଟରେ ମାମଲାର ଶୁଣାଣି ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା…

ଆଜି ଅନୁଷ୍ଠିତ ହେବ ନିର୍ବାଚନ, କିଏ ହେବେ ପାକିସ୍ତାନର ନୂଆ ରାଷ୍ଟ୍ରପତି ?

କିଏ ହେବେ ପାକିସ୍ତାନର ନୂଆ ରାଷ୍ଟ୍ରପତି ? ଆଜି ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମୈଦାନରେ ଅଛନ୍ତି ତିନି ଜଣ ପ୍ରାର୍ଥୀ । ପାକିସ୍ତାନ ତେହରିକ୍-ଏ-ଇନ୍ସାଫର ଅରିଫ୍ ଅଲ୍ଭି, ପାକିସ୍ତାନ ପିପୁଲ୍ସ ପାର୍ଟିର ଚୌଧୁରୀ ଏତଜାଜ୍ ଅହସାନ୍ ଓ ଜାମାତ-ଏ-ଉଲେମା ପ୍ରାର୍ଥୀ ମୌଲାନା ଫଜଲ୍ ଉର୍…

କ୍ରିକେଟ୍‌ ବାଦଶାହ ହେବେ ପାକ୍‌ ପ୍ରଧାନମନ୍ତ୍ରୀ : ନିର୍ବାଚନରେ ଇମ୍ରାନ୍‌ ଖାନଙ୍କ ଦଳ PTIକୁ ସର୍ବାଧିକ ଆସନ

କରାଚୀ : ପାକିସ୍ତାନର ନୂଆ କପ୍ତାନ ହେବାକୁ ଯାଉଛନ୍ତି ଇମ୍ରାନ୍‌ ଖାନ । କ୍ରିକେଟ୍‌ ଟିମ୍‌ ନୁହଁ, ପୂରା ଦେଶର କ୍ୟାପଟେନ୍‌ ହେବାକୁ ଯାଉଛନ୍ତି । ନିର୍ବାଚନରେ ତାଙ୍କ ଦଳ 'ପାକିସ୍ତାନ ତେହରିକ୍‌ ଏ ଇନ୍‌ସାଫ'- PTI ସବୁଠୁ ବଡ଼ଦଳ ଭାବେ ଉଭା ହୋଇଛି । ୨୭୨ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ…

ପାକିସ୍ତାନ ନିର୍ବାଚନ : ଇମ୍ରାନ ଖାନଙ୍କୁ କଡ଼ା ଟକ୍କର ଦେଉଛନ୍ତି ନୱାଜ

ନୂଆଦିଲ୍ଲୀ : ଚାଲିଛି ପାକିସ୍ତାନ କାଉଣ୍ଟିଂ। ଲିଡ୍ରେ ଅଛି ଇମରାନ ଖାନଙ୍କ ପାକିସ୍ତାନ ତେହରିକ ଏ ଇନ୍ସାଫ। ଇମରାନଙ୍କ ଦଳକୁ କଡା ଟକ୍କର ଦେଉଛି ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍। ବିବାଦ ଓ ହିଂସା ଭିତରେ ଗତକାଲି ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା ଭୋଟିଂ। ୨୭୨ଟି ଆସନ ଲାଗି…

ଆଜି ପାକିସ୍ଥାନ ଭୋଟ : ଇମରାନ୍ ବନାମ ସରିଫ୍ , ନିର୍ବାଚନ ସମୟରେ ହେଲା ବିସ୍ପୋରଣ

ନୂଆଦିଲ୍ଲୀ : ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବ, ତାହା ଆଉ ଦିନେ ଦି ଦିନରେ ସ୍ପଷ୍ଟ ହେବ। ବିବାଦ ଭିତରେ ପାକିସ୍ତାନରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ନିର୍ବାଚନରେ ୩ ହଜାରରୁ ଅଧିକ ପ୍ରାର୍ଥୀ ୨୭୨ ଆସନ ପାଇଁ ନିର୍ବାଚନ ଲଢୁଛନ୍ତି। ଏହାସହ ପଞ୍ଜାବ, ସିନ୍ଧ,…