Below header
Browsing Tag

para olympics

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ, ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ଭଗତ । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥଲଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି ।  ସେ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ ସେଟରେ ହରାଇଛନ୍ତି । ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା…

ଦିବ୍ୟାଙ୍ଗଙ୍କ କମାଲ, ପାରା ଅଲମ୍ପିକ ପ୍ରତିଯୋଗିତାରେ ସଫଳତା ହାସଲ କଲେ ଚନ୍ଦନ

ଦିବ୍ୟାଙ୍ଗ ହୋଇଥିଲେ ବି ହାର ମାନି ନାହାନ୍ତି । ସମସ୍ତଙ୍କୁ ଦେଖାଇଛନ୍ତି ନିଜର ପାରଦର୍ଶିତା । ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଚନ୍ଦନ । ଅକ୍ଷମ ହୋଇଥିଲେ ବି ନିଜ କ୍ଷମତାକୁ ଅନ୍ୟମାନଙ୍କ ଆଗରେ ଦେଖାଇଛନ୍ତି । ଢେଙ୍କାନାଳ ଜିଲ୍ଲା…

ଏସିଆନ ପାରା ଗେମ୍ସରେ ଇତିହାସ ରଚିଲା ଭାରତ, ଶତକ ଛୁଇଁଲା ପଦକ ସଂଖ୍ୟା

ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ଭାରତ ପଦକ ସଂଖ୍ୟାରେ ଶତକ ହାସଲ କରିଛି । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ…

ଏସିଆନ ପାରା ଗେମ୍ସ ୨୦୨୩ : ଭାରତର ଦମଦାର ଆରମ୍ଭ, ହାଇ ଜମ୍ପ କ୍ଲବ ଥ୍ରୋ ଏଫ୫୧ରେ ଜିତିଲା ସମସ୍ତ ମେଡାଲ

ଏସିଆନ ପାରା ଗେମ୍ସ ୨୦୨୩ ଚୀନର ହାଙ୍ଗଝୌରେ ଆରମ୍ଭ ହୋଇଯାଇଛି । ଏସିଆନ ଗେମ୍ସ ଭଳି ଏହି ଇଭେଣ୍ଟରେ ଭାରତୀୟ ଖେଳାଳି ଧମାକେଦାର ପ୍ରଦର୍ଶନ କରିଛନ୍ତି । ଏଠାରେ ଚାଲିଥିବା ୪ର୍ଥ ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ହାଇ ଜମ୍ପ ଟି-୪୭ରେ କମାଲ କରିଛି । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ…

ଶିକ୍ଷକଙ୍କ କଟୁ କଥା ବଦଳାଇଥିଲା ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହଲିଙ୍କ ଜୀବନ

ଜୀବନ କେତେ ବେଳେ ପରିବର୍ତ୍ତନ ହୋଇଯାଏ, ତାହା କେହି ଜାଣିପାରିବେ ନାହିଁ । ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳି ଭାରତକୁ ପ୍ରତିନିଧିତ୍ୱ କରିଥିଲେ ପଲକ କୋହଲି। ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଯୁବ ଆଥଲେଟ୍‌ ହେଉଛନ୍ତି ପଲକ । ପଲକଙ୍କର ଗୋଟେ ହାତ…

ଅଲମ୍ପିକ୍ସରେ ଭାରତୀୟଙ୍କ ପାଇଁ ଲକି ସାବ୍ୟସ୍ତ ହେଉଛି ଜାଭେଲିନ୍ ଥ୍ରୋ, ଆଉ ଏକ ସୁନା ପଦକ ଦେଲେ ସୁମିତ ଅଣ୍ଟିଲ

କେନ୍ୟୁଜ୍(ବ୍ୟୁରୋ):ପାରା ଅଲମ୍ପିକ୍ସରେ ଭାରତକୁ  ମିଳିଲା ଆଉ ଏକ ସୁନା ପଦକ। ଚାଲିଥିବା ଟୋକିଓ ପାରା ଅଲମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ (F64) ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ସୁମିତ ଅଣ୍ଟିଲ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଜାପାନର ଫାଇନାଲରେ ୬୮.୮୫ ମିଟରର ସର୍ବଶ୍ରେଷ୍ଠ…

ଭାଙ୍ଗିଗଲା ଆଫଗାନିସ୍ତାନର ଆଥ୍‌ଲେଟ୍‌ଙ୍କ ସ୍ୱପ୍ନ, ପାରା ଅଲମ୍ପିକରେ ନେଇପାରିବେନି ଭାଗ

ଭାଙ୍ଗିଲା ଆଫଗାନିସ୍ତାନର ପାରା ଅଲମ୍ପିକ୍‌ ଆଥଲେଟ୍‌ଙ୍କ ସ୍ୱପ୍ନ। ଦେଶରେ ତାଲିବାନ୍‌ ରାଜ୍‌ ଆରମ୍ଭ ହୋଇଥିବାରୁ ଏହି ଖେଳାଳିମାନେ ଆଉ ୨୪ ଅଗଷ୍ଟରେ ଆରମ୍ଭ ହେଉଥିବା ପାରା ଅଲମ୍ପିକ୍‌ରେ ଭାଗ ନେଇପାରିବେ ନାହିଁ। ଏନେଇ ଇଣ୍ଟରନ୍ୟାସନାଲ ପାରାଅଲମ୍ପିକ କମିଟି(ଆଇପିସି)ର ଅଧ୍ୟକ୍ଷ କହିଛନ୍ତି,…