Browsing Tag

paranormal activity

ଘରେ ଅଚାନକ ଲାଗୁଛି ନିଆଁ, ପୋଡ଼ି ଯାଉଛି ଆସବାବପତ୍ର

ମାହାଙ୍ଗା (କେନ୍ୟୁଜ୍‌) : କଟକ ଜିଲ୍ଲା ମାହାଙ୍ଗା ସମସରପୁର ଗ୍ରାମର ଶାନ୍ତିଲତା ମହାନ୍ତିଙ୍କ ଘରେ ଅଚାନକ ନିଆଁ ଲାଗି ଘରର ସମସ୍ତ ଲୁଗାପଟା ପୋଡିଯାଇଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବରେ ୬ ଦିନ ଧରି କେବଳ ଦିନ ସମୟରେ ଅଚାନକ ଭାବେ ନିଆଁ ଲାଗି ଯାଉଛି । ଏପରିକି ଘରର ଖଟ, ଗଦି ଓ…

ସୁଶାନ୍ତଙ୍କ ମୃତ୍ୟୁର ଗୁମର ଖୋଲିଲା ସ୍ପିରିଟ୍‌ କଲ୍‌, ହତ୍ୟାକାରୀ ପୁରୁଷ ଓ ପିନ୍ଧିଥିଲା କଳା ରଙ୍ଗର ସାର୍ଟ!

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁକୁ ନେଇ ଉପୁଜିଥିବା ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଗୋଟେ ପଟେ ପୋଷ୍ଟମର୍ଟମ ରିପୋର୍ଟ ସୁଶାନ୍ତ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଅନ୍ୟପଟେ ଭାଇରାଲ ହୋଇଥିବା ଫଟୋରୁ…

ଗଞ୍ଜାମ ବାଲିପଦର ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭୌତିକ କାଣ୍ଡ, ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା…

ଗଞ୍ଜାମ(କେନ୍ୟୁଜ୍): ସ୍କୁଲରେ ଭୌତିକ କାଣ୍ଡ। ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା ଯାଉଛନ୍ତି ଛାତ୍ରୀ। ଅଚେତ ହୋଇ ପଡୁଛନ୍ତି। ଏଣୁତେଣୁ ବି ଗପୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ। ହଠାତ୍‌ ସ୍କୁଲର ଛାତ୍ରୀ…