Browsing Tag

Paris Olympics 2024

ପ୍ୟାରିସ ଅଲିମ୍ପିକ୍ସ ବିଜେତା ସ୍ୱପ୍ନିଲ କୁସାଲେଙ୍କୁ ହାତୀରେ ବସାଇ ସ୍ୱାଗତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ସ୍ୱପ୍ନିଲ କୁସାଲେଙ୍କୁ କୋହ୍ଲାପୁରରେ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଛି । ସ୍ୱପ୍ନିଲଙ୍କ ସ୍ୱାଗତ ହାତୀ ଉପରେ ବସାଇ କରାଯାଇଛି । କୋହ୍ଲାପୁର ପ୍ରଶାସନ ତରଫରୁ ସ୍ୱପ୍ନିଲଙ୍କ ପାଇଁ ଖାସ୍‌ ବ୍ୟବସ୍ଥା କରାଯାଇଥିଲା ।…

ବିରୋଧୀଦଳ ନେତା ନବୀନଙ୍କୁ ଭେଟିଲେ ପ୍ୟାରିସ ଅଲିମ୍ପିକ୍ସ ବିଜେତା ହକି ଟିମ୍‌

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ପଦକ ବିଜେତା ଟିମ । ଦେଶର ଗୌରବକୁ ଆହୁରି ଉଚ୍ଚକୁ ନେବା ପାଇଁ ଖେଳାଳୀଙ୍କୁ ନବୀନ ପରାମର୍ଶ ଦେଇଥିଲେ । ଏହା ସହ ଏହି ବିଜେତା ଟିମ୍‌ ଆଗାମୀ ଅଲମ୍ପିକରେ ଭାରତ ହକିରେ ସୁନା ପଦକ ହାସଲ କରୁ ବୋଲି ଆଶା…

ଅଲିମ୍ପିକ୍ସ ପଦକ ବିଜେତାଙ୍କ ଉପରେ ଟଙ୍କା ବର୍ଷା କଲେ ହରିୟାଣା ସରକାର, ଜାଣନ୍ତୁ କାହାକୁ ମିଳିଲା କେତେ

ହରିୟାଣା ସରକାର ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ଦେଇଛନ୍ତି । ମେଡାଲ ଜିତିଥିବା ଖେଳାଳିଙ୍କୁ ଅଧିକ ପୁରସ୍କାର ରାଶି ଦେଇଥିବା ବେଳେ ଯେଉଁମାନେ ପଦକ ହାତେଇ ନାହାନ୍ତି, ସେମାନଙ୍କୁ କମ୍‌ ପୁରସ୍କାର ରାଶି ମିଳିବ । ପୁରସ୍କାର ବାବଦରେ ଅର୍ଥ…

ଲସ୍କର-ଏ-ତୋଏବା ଆତଙ୍କୀ ସହିତ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦିମ ଫଟୋ ଭାଇରଲ, ନୀରଜ ଚୋପ୍ରାଙ୍କୁ ଟାର୍ଗେଟ କଲେ ଲୋକ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପନୀ ଉତ୍ସବ ସମାପ୍ତ ହୋଇଛି । ପାକିସ୍ତାନର ଜାଭେଲିନ ଥ୍ରୋ ଷ୍ଟାର ଅର୍ଶଦ ନଦିମ ସ୍ୱର୍ଣ୍ଣ ଜିତିଥିଲେ । ନୀରଜ ଚୋପ୍ରା ରୌପ୍ୟ ଜିତିଥିଲେ । ତେବେ ନଦିମ ସ୍ୱର୍ଣ୍ଣ ଜିତିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି । ନଦିମ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ…

ଭାରତୀୟ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଗଷ୍ଟ ୧୫ରେ କାର୍ଯ୍ୟକ୍ରମ

ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ଏବେ ଭାରତୀୟ ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଖୁବ୍ ଶୀଘ୍ର ଏହି ସମସ୍ତ ପଦକ ବିଜେତାଙ୍କୁ ଭେଟିବାକୁ ଯାଉଛନ୍ତି । ଏଥିପାଇଁ ଏକ ବିଶେଷ ଦିନ ଧାର୍ଯ୍ୟ କରାଯାଇଛି । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳଙ୍କୁ…

ଭିନେଶଙ୍କୁ ରୌପ୍ୟ ମିଳିବ କି ନାହିଁ, ଆଜି ଆସିବ ଚୂଡ଼ାନ୍ତ ରାୟ

ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ପଦକ ପାଇନଥିଲେ । ରେସଲର ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ନାହିଁ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ଆଜି ରାୟ ଶୁଣାଣି କରିବେ ।…

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ବଡ ନିଷ୍ପତ୍ତି ନେଲେ ନୀରଜ ଚୋପ୍ରା, ଚାଲିଗଲେ ଜର୍ମାନୀ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହେବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ନୀରଜ ଚୋପ୍ରା । ସେ ଭାରତ ଫେରିବା ପରିବର୍ତ୍ତେ ଜର୍ମାନୀ ଚାଲିଯାଇଛନ୍ତି । ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହ ସମାପ୍ତ ହୋଇଥିବା ପରେ ବି ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ…

ଘୁଞ୍ଚୁଛି ରୌପ୍ୟ ରାୟ : ଆଜି ନୁହେଁ ୧୩ରେ ଆସିବ ଭିନେଶ ଫୋଗଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚୁଛି ରୌପ୍ୟ ରାୟ। ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ? ୧୩ ତାରିଖରେ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ୧୩ରେ ରାୟ ଶୁଣାଣି କରିବେ। ଗତକାଲି ରାୟ ଆସିବାର ଥିଲା । ତାହା ଆଜିକୁ ଘୁଞ୍ଚା ଯାଇଥିଲା। ପୁଣି ୧୩…

ନିଜ ମନ ପସନ୍ଦର ଝିଅକୁ ବାହା ହେବେ ନୀରଜ, ବୟାନ ଦେଲେ ନୀରଜଙ୍କ ମା’

ଖବୁଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି । ନୀରଜ ଜିତିବା ପରେ ତାଙ୍କ ମା ସରୋଜ ଦେବୀଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ନୀରଜଙ୍କ ମା’ଙ୍କ କହିବା ମୁତାବକ, ଖୁବଶୀଘ୍ର ନୀରଜ…

ଅଲିମ୍ପିକ୍ସରେ କାଂସ୍ୟ ଜିତିବା ପରେ ସ୍ୱଦେଶ ଫେରିଲା ଭାରତୀୟ ହକି ଟିମ, ଏମିତି ହେଲା ସ୍ୱାଗତ

ଭାରତୀୟ ହକି ଟିମ୍‌ ଲଗାତାର ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛି । ୨୦୨୦ରେ ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା । ଏହାପରେ ହକି ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଲଗାତାର କାଂସ୍ୟ ପଦକ ଜିତିବାରେ ସଫଳ ରହିଛି । ଭାରତୀୟ ହକି ଟିମ୍‌ କାଂସ୍ୟ ପଦକ ଜିତିବା ପରେ…

ପ୍ୟାରିସ ଅଲମ୍ପିକ୍ସ: କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ ଅମନ ସେରାଓ୍ବାତ

ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ । ପୁରୁଷ କୁସ୍ତି ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ଜିତିଲେ ରେସଲର ଅମନ ସେରାଓ୍ବାତ। ପୁର୍ତ୍ତୋରିକୋର ପ୍ରତିଯୋଗୀ ଡାରିଏନ୍ କ୍ରୁଜ୍ ଙ୍କୁ ସେ ୧୩-୫ରେ ପରାସ୍ତ କରିଛନ୍ତି । ଗୁରୁବାର ସେମି ଫାଇନାଲରେ ଅମନ, ଜାପାନ ପ୍ରତିଯୋଗୀ…

ପ୍ୟାରିସ୍‌ ଅଲିମ୍ପିକ୍ସ: ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଦଳ ସହ କଥା ହେଲେ ନବୀନ ପଟ୍ଟନାୟକ

ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ଟିମ୍ ଇଣ୍ଡିଆ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଦଳର ସଫଳତାରେ ରାଜ୍ୟ ତଥା ସାରା ଦେଶ ଗର୍ବିତ ବୋଲି କହିଛନ୍ତି ନବୀନ।…